Home କୋରାପୁଟ କୋରାପୁଟ ସହରର ବିଭିନ୍ନ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ

କୋରାପୁଟ ସହରର ବିଭିନ୍ନ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ

91

କୋରାପୁଟ ୧୭-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହରର ବିଭିନ୍ନ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି।କୋରାପୁଟ ସହରରେ ଥିବା ସାଉଥକୋ କାର୍ଯ୍ୟାଳୟ ପରିସରରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଥିବା ବେଳେ ବିଏସଏନଏଲ, ଦୂରଦର୍ଶନ, ଜନସ୍ୱାସ୍ଥ୍ୟ, କୋରାପୁଟ ମ୍ୟୁନସିପାଲଟି, ପିଡବ୍ଲୁଡି, ଜିଲ୍ଲା ଗ୍ରାମୀଣ ଜଳ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, କୋରାପୁଟ ରେଲବାଇ ପ୍ରମୁଖ ସହ ଅନେକ ବେସରକାରୀ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.