କୋରାପୁଟ

କୋରାପୁଟ ମ୍ୟୁନସିପାଲଟି କର୍ତୂପକ୍ଷ ମଶାଣୀ ସଫେଇ କରିବା ସହ ବୃକ୍ଷରୋପଣ କଲେ

କୋରାପୁଟ ; ତା୩୦-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ମ୍ୟୁନସିପାଲଟି କର୍ତୂପକ୍ଷ ଆଜି ପୂର୍ବାହ୍ନରେ ମଶାଣୀ ସଫେଇ କରିବା ସହ ବୃକ୍ଷରୋପଣ କରିଥିଲେ ବୋଲି ଜଣାପଡିଛି ।କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି , ଉପାଧ୍ୟକ୍ଷା ସଂଜୁଲତା ରାଉତ , ମ୍ୟୁନସିପାଲଟି ଇଂଜିନିୟର ରମେଶ କୁମାର ମହାରଣା , ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ,କନିଷ୍ଠ ଯନ୍ତ୍ରୀ ନର୍ମଦା ସାହ , ପରିମଳ ନିରୀକ୍ଷକ ଭରତ ହାଲୁଆ ଓ କର୍ମଚାରୀମାନେ ଆଜି ସକାଳେ ମଶାଣୀକୁ ଯାଇ ସଫେଇ କରିଥିଲେ । ଏହାପରେ ମାଶାଣୀ ପରିସରରେ ବୃକ୍ଷରୋପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top