ଜିଲ୍ଲା ପରିକ୍ରମା

କୋମନା -ଆଜି ଉଦଘାଟନ ହେବ ଲାସ୍କା ଫୁଟବଲ ଟୁର୍ଣ୍ଣାମେଣ୍ଟ

ନୂଆପଡା /କୋମନା -୪/୧୦ – (ନନ୍ଦିଘୋଷ ଖମାରି)-ନୂଆପଡା ଜିଲ୍ଲା କୋମନା ସ୍ତିତ ପଂଚାୟତ ସମିତି ଜୁନିଅର ମହାବିଦ୍ୟାଳୟ ଖେଳ ପଡିଆରେ ଆଜି ଉଦଘାଟନ ହେବ ଲାସ୍କା ଫୁଟବଲ କପ ୨୦୧୮। ସ୍ଥାନୀୟ ଲଙ୍କେଶ୍ୱରୀ ଆଥେଳେଟିକ ଓ ସୋସିଆଲ କଲଚୁରାଲ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଗ୍ରାମପଂଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଚଉଦ ଗୋଟି ଦଳ ଯୋଗ ଦେଉଥିବା ବେଳେ ଆସନ୍ତା ୧୦ ତାରିଖ ରେ ଫାଇନାଲ ହେବ ବୋଲି ସଭାପତି ରାଜକୁମାର ଗୁରୁ ଓ ସମ୍ପାଦକ ସୁରେନ୍ଦ୍ର ବନଛୋର ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top