କୋତପୁରରେ ବର୍ଷାରେ ଘର ଭାଙ୍ଗିଲା

ଯାଜପୁର-୨୩/୭(ଓଡିଆ ପୁଅ/ଏ.ରାଉତ) ତିନି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତର ୬ ନମ୍ବର ୱାର୍ଡ ଦଳିତସାହିରେ ଥିବା ଗୁଣ୍ଡୁଚି ମଲିକଙ୍କ ପୁଅ ପ୍ରଦୀପ ମଲିକଙ୍କ ମାଟି ଘର କାନ୍ଥ ଭାଙ୍ଗି ଗଳି ପଡିଛି। ଏହି ଘରେ ପରିବାର ଲୋକ ଚଳପ୍ରଚାଳ କରିଥାନ୍ତି।

Leave a Reply

Your email address will not be published. Required fields are marked *