ଭୁବନେଶ୍ୱର ୨୪-୮ (ଓଡ଼ିଆ ପୁଅ) କେରଳର ବନ୍ୟା ପ୍ରପୀଡିତଙ୍କ ସହାୟତା ପାଇଁ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି। ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ବା, ଉତ୍କଳିକା ପକ୍ଷରୁ ଏକ ଲକ୍ଷ ଟଙ୍କା, ଓଡ଼ିଶା ସମବାୟ ଟସର ଓ ଶିକ ଫେଡେରେସନ (ସେରିଫେଡ୍) ପକ୍ଷରୁ ଏକ ଲକ୍ଷ ଟଙ୍କା ଏବଂ ଭୁବନେଶ୍ବର ଫରଚ୍ୟୁନ ସ୍ପିରିଟ ଲିମିଟେଡ ପକ୍ଷରୁ ମଧ୍ୟ ଏକ ଲକ୍ଷ ଟଙ୍କା ଦାନ କରାଯାଇଛି। ଏହିସବୁ ସଂସ୍ଥାର କର୍ମକର୍ତ୍ତାମାନେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରିଲିଫ ପାଣ୍ଠି ପାଇଁ ଚେକ୍ ପ୍ରଦାନ କରିଥିଲେ। ଦିଆଯାଇଛି। ଜନସାଧାରଣଙ୍କ ସୁବିଧା ପାଇଁ ବିଶେଷକରି ଦୁର୍ଗମ ଅଞ୍ଚଳରେ ଏହି ଡାକ୍ତର ମାନଙ୍କ ନିଯୁକ୍ତିକୁ ପ୍ରାଥମିକତା ଦିଆଯାଇଛି।

Loading...