କେନ୍ଦ୍ରାପଡ଼ା

କେନ୍ଦ୍ରାପଡା ଟାଉନ ହାଇସ୍କୁଲର ୧୯୮୬ ବ୍ୟାଚର ବନ୍ଧୁମିଳନ ଉସôବ

କେନ୍ଦ୍ରାପଡା ୨୦/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଟାଉନ ହାଇସ୍କୁଲର ୧୯୮୬ବ୍ୟାଚର ଛାତ୍ରମାନଙ୍କର ଏକ ବନ୍ଧୁମିଳନ ଉସôବ ଓଳାଶୁଣି ଗୁମ୍ଫା ପରିସରରେ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁମିଳନ ଉସôବରେ ୧୯୮୬ ବ୍ୟାଚର ଛାତ୍ରମାନେ ଯୋଗଦେଇ ନିଜ ନିଜର ପୁରୁଣା ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଉସôବରେ ଅରୁଣ ପ୍ରସାଦ ଦାସ,ବିରେନ୍ଦ୍ର ପ୍ରସାଦ ସିଂ,କାମିନୀ ରଞ୍ଜନ ଦାସ,ସୟଦ ଏହେସାନ ଅଲ୍ଲୀ(ଟୁନା),ସୟଦ ଇଜିଦାନ ଅଲ୍ଲୀ(ଟିଚୁ),ସେକ ଆସିକଉଦ୍ଦିନ,ସେକ ସିରାନ ଅଲ୍ଲୀ,ମହମ୍ମଦ ଆଝାର ଅଲ୍ଲୀ,ସେକ ସମିମ ଅକ୍ତର,ଏଜାଜ ଖାନ,ଜଲିଦ ଖାନ,ମହମ୍ମଦ ଅନସାରୀ,ମୀର ସୈାକତ ଅଲ୍ଲୀ,ମତୁ,ଅଞ୍ଜୁମ,ଆଫତାକ ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top