ଜିଲ୍ଲା ପରିକ୍ରମା

କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଦିନିକିଆ ଗସ୍ତ: ରାଜସ୍ୱ ବିଭାର ସମୀକ୍ଷା ବୈଠକ

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ମହେନ୍ଦ୍ର ମଲ୍ଲିକ ଆଜି ଭଦ୍ରକ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଥିଲେ  । ଜିଲ୍ଳାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଜିଲ୍ଳାର ରାଜସ୍ୱ ମାମଲା ଉପରେ ସମୀକ୍ଷା କରିଥିଲେ ।ରାଜସ୍ୱ ବିଭାଗର ନାମଜାରି , କିସିମ ପରିବର୍ତ୍ତନ ,ପୃଥକୀକରଣ ମାମଲା , ବେବନେ୍ଦାବସ୍ତ , ସହରାତ ଆଦି ରାଜସ୍ୱ ସମ୍ପର୍କରେ ଜିଲ୍ଳାର ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଚଳିତବର୍ଷ ଜିଲ୍ଲାରେ ରାଜସ୍ୱ ଆଦାୟ ଲକ୍ଷ୍ୟଧାର୍ଯ୍ୟ ପୂରଣ କରାଯିବାସହ ସେ ଉପରେ ଗୁରୁତ୍ୱ ଆରୋପ କରିଥିଲେ  । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଳାପାଳ ଶ୍ୟମଭକ୍ତ ମିଶ୍ର, ପ୍ରକଳ୍ପ ନିଦେ୍ର୍ଦଶକ ଙ୍କ ସମେତ ସମସ୍ତ ତହସିଲଦାର, ଆନିସିନାଲ ତହସିଲଦାର ଏବଂ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top