କୋରାପୁଟ

କୂଅରେ ପଡ଼ି ମହିଳାଙ୍କ ମୃତ୍ୟୁ

କୋରାପୁଟ : ୧୧/୬ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ଭେଜା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହାଣ୍ଡିପୁଟ ଗ୍ରାମର ହରିହାନ୍ତାଳଙ୍କ ସ୍ତ୍ରୀ ଗତକାଲି ୧୦ ଘଣ୍ଟା ସମୟରେ ନିଜ ଜମିରେ ଥିବା କୂଅରେ ପଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଭେଜା ଗ୍ରାମପଞ୍ଚାୟତ ଅନ୍ତର୍ଗତ ହାଣ୍ଡିପୁଟ ଗ୍ରାମର ହରିହାନ୍ତାଳଙ୍କ ସ୍ତ୍ରୀ ମୋତି ହାନ୍ତାଳ (୪୫) ବହୁ ଦିନ ଧରି ଜ୍ଵରହୋଇ ଘରେ ପଡିରହିଥିବାବେଳେ ଟାଇପଏଡ଼ ରୋଗର ଶିକାର ହୋଇ ପାଗଳ ହୋଇଯାଇଥିଲେ। ଗତ କାଲି ଦିନ ୧୦ ଘଣ୍ଟା ସମୟରେ ନିଜ ଜମିରେ କୂଅରେ ପଡ଼ି ଯାଇ ମୁତ୍ୟୁବରଣ କରିଥିବା ବେଳେ ପରିବାର ଲୋକେ କୂଅ ଭିତରେ ଭାସୁଥିବା ଦେଖି ନିଜ ପୁଅ ଗ୍ରାମବାସୀ ଖବର ଦେବାରୁ ମୃତ ଦେହ ଉଦ୍ଧାର କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top