ଓଡ଼ିଶା

କୀଟ ନାଶକ ପିଇ ମହିଳା ସିକ୍ୟୁରିଟଙ୍କ ଅତ୍ମହତ୍ୟା

ବାହାନଗା, ବାଲେଶ୍ୱର, ୨୧/୧୦(ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ଏକ ଚିଙ୍ଗୁଡ଼ି କମ୍ପାନୀରେ ମହିଳା ସିକ୍ୟୁରିଟ ଗାର୍ଡ଼ କୀଟ ନାଶକ ପିଇ ଚିକିସ।ଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ସୁଠଙ୍ଗ ଗ୍ରାମର ଗଜେନ୍ଦ୍ର ଦାସଙ୍କ ଝିଅ ରଶ୍ମିତା ମହାନ୍ତି (୩୩) ଚିଙ୍ଗୁଡ଼ି କମ୍ପାନୀରେ ସିକ୍ୟୁରିଟି ଭାବେ କାର୍ଯ୍ୟରତ ଥିଲେ। ତେବେ ଗତ ୧୯ତାରିଖ ଦିନ କୌଣସି କାରଣ ବଶତ ରଶ୍ମିତା କୀଟନାଶକ ପିଇ ଦେଇଥିଲେ। ତାଙ୍କ ସହ ପାଠୀ ସଙ୍ଗେସଙ୍ଗେ ତାଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ପରେ ବାଲେଶ୍ୱରକୁ ନେଇ ଥିଲେ। ପରିବାର ଲୋକେ ପହଞ୍ଚି ଅଧିକ ଚିକିସ। ପାଇଁ କଟକ ଘରୋଇ ଚିକିତ୍ସାଳୟକୁ ନେଇଯାଇଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ଚିକିସ।ଧିନ ଅବସ୍ଥାରେ ମହିଳା ଜଣକ ମୃତ୍ୟୁ ବରଣ କରିଥିବାର ଜଣାପଡ଼ିଛି। ଆଜି ଅପରାହ୍ନରେ ବାପ ଘର ଲୋକେ ଉକ୍ତ ଚିଙ୍ଗୁଡ଼ି କମ୍ପାନୀକୁ କ୍ଷତିପୁରଣ ଦାବି କରିଛନ୍ତି। ପ୍ରକାଶ ଥାଉକି ଉକ୍ତ ମହିଳାଙ୍କୁ କେହି ଜଣେ ଫେକ ଆଇଡିରେ ବଦନାମ କରୁଥିବାର ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବାର ପୋଲିସ ପ୍ରକାଶ କରିଛି।ଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ସୁଠଙ୍ଗ ଗ୍ରାମର ଗଜେନ୍ଦ୍ର ଦାସଙ୍କ ଝିଅ ରଶ୍ମିତା ମହାନ୍ତି (୩୩) ଚିଙ୍ଗୁଡ଼ି କମ୍ପାନୀରେ ସିକ୍ୟୁରିଟି ଭାବେ କାର୍ଯ୍ୟରତ ଥିଲେ। ତେବେ ଗତ ୧୯ତାରିଖ ଦିନ କୌଣସି କାରଣ ବଶତ ରଶ୍ମିତା କୀଟନାଶକ ପିଇ ଦେଇଥିଲେ। ତାଙ୍କ ସହ ପାଠୀ ସଙ୍ଗେସଙ୍ଗେ ତାଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ପରେ ବାଲେଶ୍ୱରକୁ ନେଇ ଥିଲେ। ପରିବାର ଲୋକେ ପହଞ୍ଚି ଅଧିକ ଚିକିସ। ପାଇଁ କଟକ ଘରୋଇ ଚିକିସ।ଳୟକୁ ନେଇଯାଇଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ଚିକିସ।ଧିନ ଅବସ୍ଥାରେ ମହିଳା ଜଣକ ମୃତ୍ୟୁ ବରଣ କରିଥିବାର ଜଣାପଡ଼ିଛି। ଆଜି ଅପରାହ୍ନରେ ବାପ ଘର ଲୋକେ ଉକ୍ତ ଚିଙ୍ଗୁଡ଼ି କମ୍ପାନୀକୁ କ୍ଷତିପୁରଣ ଦାବି କରିଛନ୍ତି। ପ୍ରକାଶ ଥାଉକି ଉକ୍ତ ମହିଳାଙ୍କୁ କେହି ଜଣେ ଫେକ ଆଇଡିରେ ବଦନାମ କରୁଥିବାର ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବାର ପୋଲିସ ପ୍ରକାଶ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top