ଜିଲ୍ଲା ପରିକ୍ରମା

କାନ୍ତକବି ହାଇସ୍କୁଲରେ ବନ୍ଧୁମିଳନ ଉସôବ

ଭଦ୍ରକ, ୧୩ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରାଣିତାଲ ବାହାଦଲପୁରସ୍ଥିତ କାନ୍ତକବି ଉଚ୍ଚ ବିଦ୍ୟାଳୟରେ ୨୦୦୯ ବ୍ୟାଚର ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ଉସôବ ପ୍ରଧାନଶିକ୍ଷକ ପ୍ରହଲାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ନିରାକର ଜେନା, ମୁଖ୍ୟବକ୍ତା ଭାବେ ବିଜୟ ମହାପାତ୍ର, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ସରପଞ୍ଚ ନାରାୟଣ ଚନ୍ଦ୍ର ସୂତାର ଯୋଗଦେଇ ଅତୀତ ଦିନର ସ୍କୁଲର ସ୍ମୃତି ରୋମନ୍ଥନ କରିଥିଲେ । ଯତୀନ୍ଦ୍ର ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବାେବେଳେ, ରତ୍ନାକର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଉମାକ୍ତ ମିଶ୍ର, ଧିେରେନ୍ଦ୍ର ଭଞ୍ଜ, ମଦନମୋହନ ନାୟକଙ୍କ ସମେତ ୨୦୦୯ ବ୍ୟାଚର ସମସ୍ତ ବିଦ୍ୟାର୍ଥୀ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top