କାନ୍ତକବି ଉଚ୍ଚ ବିଦ୍ୟାଳୟରେ ପୋଷାକ ବଂଟନ

ଭଦ୍ରକ,୨୦ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : କାନ୍ତକବି ଉଚ୍ଚ ବିଦ୍ୟାଳୟ ବାହାଦଲପୁର ଠାରେ ପ୍ରଧାନ ଶିକ୍ଷକ ପହଲ୍ଲାଦ ସାହୁଙ୍କ ଅଧ୍ୟକ୍ଷତାରେ ପୋଷାକ ବଂଟନ ଉସôବ ଅନୁଷ୍ଠିତ ହୋଇଯାଇଛି । ମୁୁଖ୍ୟ ଅତିଥି ଭାବେ ସରପଂଚ ଶ୍ୟାମାମଞ୍ଜରୀ ଜେନା, ପୁର୍ବତନ ସରପଂଚ ବିଜୟ ମହାପାତ୍ର, ସମିତିସଭ୍ୟ ରାଜେନ୍ଦ୍ର କୁମାର ଜେନା, ମାୟାଧର ପଣ୍ଡା, କାଳନ୍ଦୀ ଭଞ୍ଜ ଓ ସନାତନ ସେଠୀ ପ୍ରମୁଖ ଯୋଗଦେଇ ୮ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *