କାନାରା ବ୍ୟାଙ୍କର ନୂତନ ଶାଖା ଉଦଘାଟିତ

କୋରାପୁଟ; ତା୨୮-୧୨-୧୭(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସହରରେ କାନାରା ବ୍ୟାଙ୍କର ଏକ ନୀତନ ଶାଖା ଉଦଘାଟିତ ହୋଇଛି। ସାଉଥକୋ ଡିଜିଏମ ସିଏଚ.ନେତାଜୀ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି। ଶାଖା ପରିଚାଳକ ଦେବୀ ପ୍ରସାଦ ନନ୍ଦଙ୍କ ତତ୍ୱାବଧାନରେ ଆୟୋଜିତ ଉଦଘାଟିତ ସମାରୋହରେ ଏଜିଏମ ଏମ.ସି.ଆଞିରେଡ୍ଡୀ, ଜୟପୁର ଶାଖାର ସିନିଅର ମେନେଜର ଜେ.ପି.କାଣ୍ୁଲକା ପ୍ରମୁଖ ଉପସ୍ଥିତ ଥିଲେ। ଏହା ରାଜ୍ୟର ୧୭୪ତମ ଶାଖା ବୋଲି ଜଣା ପଡିଛି।

Leave a Reply

Your email address will not be published. Required fields are marked *