କବିତା

କଳିକା ର ଅଳି

ମିନତୀ ମିଶ୍ର

ବୃନ୍ତ ଲଗା କଢ଼ି ମୁଁ ଯେ ପ୍ରସ୍ପୁଟିତ ହେବି।
ରଙ୍ଗୀନ ପାଖୁଡ଼ା, ବାସେ ମହକାଇ ଦେବି।
କେତେ ପ୍ରତିଶ୍ରୁତି ନେଇ, ନୂଆ ବାର୍ତ୍ତା ଦେଇ।
ଚଳିବାରେ ଆଶା ବାଧା ବନ୍ଧନ ଏଡାଇ।
ଆସୁ ଝଡ଼, ଖଞ୍ଜା, ଢେଉ ନ ପଡିବି ଟଳି।
ଖୁସି ବାଣ୍ଟି ଚାଲିଥିବି ଏଇ ମୋର ଅଳି।
କରେ ନିବେଦନ, ଉନ୍ମୁକ୍ତ ହେଉ ନୟନ ।
ଅମୃତ ସନ୍ତାନ ମୁଁ ଯେ ,ନୁହେଁ କାଠୁ ହୀନ।

ପ୍ରଧାନ ଶିକ୍ଷୟତ୍ରୀ
ଖିରେଇଟାଙ୍ଗିରି ପାଟଣା
କେନ୍ଦୁଝର

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top