କଲଣ ଗ୍ରାମରୁ ୫୫କି.ଗ୍ରା. ଗଞେଇ ଜବତ: ୨ ଗିରଫ

ଯାଜପୁର-୬/୧୨(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ କଲଣ ଗ୍ରାମରୁ ଅବକାରୀ ବିଭାଗ ଚଡାଉ କରି ୫୫ କି.ଗ୍ରା. ଚୋରା ଗଞେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ୨ ଅଭିଯୁକ୍ତ ହେଲେ ଏହି ଗ୍ରାମର ଟିମାସେନ ସାହୁ (୪୫) ଓ ସୁରେନ୍ଦ୍ର ସାହୁ (୪୩) ବୋଲି ଜଣାପଡିଛି । ଟିମସେନ କନ୍ଧମାଳରୁ ଚୋରାରେ ଗଞେଇ ଆଣି ନିକ ଘରେ ରଖିଥିବା ଜଣାପଡିବା ପରେ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଂଟ ଅଭୟପଞର ସାହୁଙ୍କ ନିଦେ୍ର୍ଧଶରେ ଏହି ଚଡାଉ କରାଯାଇଥିଲା । ଟିମା ବହୁବର୍ଷ ଧରି ଚୋରାରେ ଏହି ଗଞେଇ ବ୍ୟବସାୟ କରୁଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *