କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ଏନ. ଧରମ ସିଂହଙ୍କ ପରଲୋକ

ବାଙ୍ଗାଲୁରୁ ୨୭/୭ (ଓଡ଼ିଆ ପୁଅ) ଏକ ଘରୋଇ ହସପିଟାଲରେ ସକାଳ ୯ଟା ସମୟରେ ହୃଦଘାତ ଯୋଗୁଁ କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ଅନୁଭବୀ କଂଗ୍ରେସ ନେତା ଏନ. ଧରମ ସିଂହଙ୍କ ନିଧନ ହୋଇଯାଇଛି। ତାଙ୍କ ଦେହାନ୍ତ ସମୟରେ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ ବାଙ୍ଗାଲୁରୁର ସଂଜୟନଗର ସ୍ଥିତ ଏମ.ଏସ. ରାମମୈୟା ମେମୋରିଆଲ ହସପିଟାଲରେ ହୃଦୟ ରୋଗରେ ଚିକିତ୍ସିତ ହେଉଥିଲେ। ଧରମ ସିଂହ ୨୦୦୪ ରୁ ୨୦୦୬ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ।

Leave a Reply

Your email address will not be published. Required fields are marked *