ଖେଳ

କନିମୂଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ନୂତନ ଡ଼ାକ୍ତରଙ୍କ ଯୋଗଦାନ

ତିର୍ତ୍ତୋଲ୦୪/୦୨ (ଓଡ଼ିଆ ପୁଅ/ଟୁକନ ସେଠୀ) -ଦୀର୍ଘଦିନ ଧରି କନିମୂଳ ପ୍ରାଥମିକ ଚିକିତ୍ସାଳୟରେ ଡ଼ାକ୍ତର ନଥିବାବେଳେ ସ୍ଥାନୀୟ ଅଞ୍ଚଳର ସାଧାରଣ ଲୋକେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇବାପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ଦୀର୍ଘ ଦିନର ଦାବି ଓ ସାଧାରଣ ଲୋକଙ୍କର ଅସୁବିଧାକୁ ଉପଲବ୍ଧକରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା.ଅମରେଶ ଚନ୍ଦ୍ର ମହାପାତ୍ରଙ୍କୁ କନିମୂଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ନିଯୁକ୍ତି ଦେଇଛନ୍ତି। ନୂତନ ଡ଼ାକ୍ତରଙ୍କ ନିଯିକ୍ତିକୁ ନେଇ ସ୍ଥାନୀୟ ସରପଞ୍ଚ ବେଦଦ୍ୟୁତି ପୃଷ୍ଟିଙ୍କ ସମେତ ଅଞ୍ଚଳବାସୀ ଡ଼ାକ୍ତର ମହାପାତ୍ରଙ୍କୁ ସ୍ୱାଗତ କରିବା ସହିତ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top