କଟକ: ଭାରତ ରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କର ଅସ୍ତି କଳସ ଆସନ୍ତାକାଲି

କଟକ ୨୬-୦୮ (ଓଡ଼ିଆ ପୁଅ) ଆସନ୍ତା କାଲି ସୋମବାର୧୧.୦୦ ଘଟିକା ସମୟରେ କଟକ ପ୍ରେସ୍ ଛକ ଠାରୁ ଏକ ଶୋଭାଯାତ୍ରାରେ ଭାରତ ରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କର ଅସ୍ତି କଳସ ଅଣାଯାଇ ବାଦାମବାଡି, ଦୋଳମୁଣ୍ଡାଇ, ରାଣୀହାଟ, ମଙ୍ଗଳାବାଗ, ବକ୍ସୀ ବଜାର ଓ ସମାଜ ଅଫିସ୍ ଦେଇ ଗଡଗଡିଆ ଘାଟରେ ସସମ୍ମାନେ ବିସର୍ଜିତ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଭାରତୀୟ ଜନତା ପାର୍ଟି କଟକ ନଗର ଜିଲ୍ଲା ପକ୍ଷରୁ ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *