କଟକ ଜୋନ୍ ଛାତ୍ର ଉପସଭାପତି ମନୋନିତ

ଯାଜପୁର.୧୩/,ଓଡିଆପୁଅ/ମାନସ ରାଉତ)ରାଜ୍ୟରେ ଛାତ୍ରସଂସଦ ନିର୍ବାଚନ କୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ରାଜ୍ୟ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଙ୍କ ଅନୁମୋଦନ କ୍ରମେ କଟକ ଜୋନ୍ ବିଜୁ ଛାତ୍ର ଜନତା ଦଳର ସଭାପତି ସୁତି ରଂଜନ ଦାସ କର୍ମକର୍ତ୍ତ ଙ୍କ ନାମ ଘୋଷଣା କରିଛନ୍ତି। ଏଥିରେ ଯାଜପୁର ଜିଲ୍ଲାର ଛାତ୍ର ନେତା ସ୍ବାଗତ ଦାସ କଟକ ଜୋନ୍ ର ଉପସଭାପତି ଭାବେ ମନୋନୀତ କରିଛନ୍ତି ।ଏହି ଫଳାଫଳ ପାଇଁ ଧର୍ମଶାଳା ବିଧାୟକ ଶ୍ରୀଯୁକ୍ତ ପ୍ରବଣ ବଳବନ୍ତ ରାୟ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।ଏଥି ସହିତ ସୁଦରିଆ ପଚାୟତ ଛାତ୍ର ସଭାପତି ସପ୍ତସାଗର ଦାସ ଶୁଭେଚ୍ଛା ଜଣାଇଛନ୍ତି

Leave a Reply

Your email address will not be published. Required fields are marked *