Home କୋରାପୁଟ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳିତ

କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳିତ

110

କୋରାପୁଟ ;ତା୦୯-୦୮-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ବାସ ଭବନରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଛି। ନଗର ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ କଂଗ୍ରେସ ପତାକା ଉତୋଳନ କରାଯିବା ସହ କ୍ରାନ୍ତି ଦିବସର ସ୍ମୃତିଚାରଣ କରାଯାଇଥିଲା।ଜିଲ୍ଲା କଂଗ୍ରେସ କମିଟି କାଯର୍ୟକାରୀ ସଭାପତି ରୁପୁକ ତୁରୁକ, ପୂର୍ବତନ ବିଧାୟକ ନିମାଁଇ ସରକାର, କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି, କାଉନସିଲର ବିଜୟ କୁମାର ରାଓ ଓ ଲକ୍ଷ୍ମି ମୁଦୁଲି, ପିସିସି ସଦସ୍ୟ ଜଗଦିଶ ଖୋସ୍ଲା, କୋରାପୁଟ ବ୍ଲକ ସଭାପତି ବାବୁଲା ବେନ୍ୟା, କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ, ରମେଶ ବାଙ୍କିଆ, ପ୍ରମୋଦ ନାଗ, ଭୁଷଣ ବାଘ, ଅଜିତ ବାଘ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.