ଖୋର୍ଦ୍ଧା

କଂଗ୍ରେସର ସାଙ୍ଗଠନିକ ବୈଠକ

ଖୋର୍ଦ୍ଧା (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା)ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନ ଖୋର୍ଦ୍ଧା ଜିଲ୍ଲା ଆନୁକୂଲ୍ୟରେ ବୋଲଗଡ଼ ବ୍ଲକ ବାଙ୍କେଇ ସାଧନା ଆଇଟିଆଇ ପରିସରରେ ମାଧଵଃଚନ୍ଦ୍ର ବିଶ୍ୱାଳଙ୍କ ଅଧକ୍ଷତାରେ ସାଙ୍ଗଠନିକ ବୈଠକ ଅନୁଷ୍ଟିତ ହୋଇଯାଇଛି | ଏହି ବୈଠକରେ କଂଗ୍ରେସର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ଉପରେ ଆଲୋକପାତ କରାଯାଇଥିଲା ଏବଂ ଦଳର କର୍ମୀ ମାନଙ୍କର ମତ ଲୋଡ଼ାଯାଇଥିଲା | ଏହି ବୈଠକରେ କଂଗେସ ଦଳର ନେତା ପ୍ରଭାତ କୁମାର ପରିଡ଼ା.ମାଧବ ଚନ୍ଦ୍ର ବିଶ୍ୱାଳ.ସିମାଞ୍ଚଳ ଖଣ୍ଡାଇ. ପ୍ୟାରୀମୋହନ ଦାସ.ଦେବବ୍ରତ ହୋତା.ଆଲୋକ ସୁବୁଧି .ବାବାଜୀ ପ୍ରଧାନ.ବଂଶୀଧର ଚାନ୍ଦ ପ୍ରମୁଖ ଯୋଗଦେଇ କଂଗ୍ରେସ ଦଳକୁ କିଭଳି ବୁଥ ଠାରୁ ସୃଦୁଢ କରିଯିବା ସେ ନେଇ ଆଲୋଚନା କରାଯାଇଥିଲା | ଏହି ଅବସରରେ ବୋଲଗଡ ବ୍ଲକର ବିଭିର୍ନ ଅଞ୍ଚଳରୁ ଶତାଧିକ ଜନସାଧାରଣ ଆଗ୍ରହର ସହ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା |

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top