ଆନ୍ତର୍ଜାତୀୟ

ଓଡ଼ିଆ ଝିଅ ଦୂତୀ ଚାନ୍ଦ ରଚିଲେ ଇତିହାସ: ଭାରତ ପାଇଁ, ୧୦୦ ମିଟରରେ ଜିତିଲେ ରୌପ୍ୟ

ଜକାର୍ତା ୨୬-୮ (ଓଡ଼ିଆ ପୁଅ) ଭାରତୀୟ ମହିଳା ଆଥଲିଟ ଦୂତୀ ଚାନ୍ଦ ୧୮ତମ ଏସୀୟ କ୍ରୀଡ଼ାର ଅଷ୍ଟମ ଦିନ ରବିବାରଦିନ ୧୦୦ ମିଟର ରେସରେ ରୌପ୍ୟ ପଦକ ଜୀତିଛନ୍ତି। ଦୁତୀ ଫାଇନାଲ୍ ରେ ୧୧.୩୨ ସେକେଣ୍ଡ ସମୟ ନେଇକରି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।

ଦୂତୀ ସେମୀଫାଇନାଲ୍ ରେ ୧୧.୪୩ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ହାସଲ କରିଥିଲେ ଏବଂ ଫାଇନାଲ୍ ପାଇଁ କ୍ଵାଲିଫାଏ କରିଥିଲେ। ବାହାରୀନର ଇଡିଡୋଙ୍ଗ ଓଡିୟୋଂ ୧୧.୩୦ ସେକେଣ୍ଡ ସମୟରେ ସ୍ଵର୍ଣ୍ଣ ପଦକ ଜୀତିଛନ୍ତି। ଚୀନର ବେଂଗଲୀ ୟୋଈ ୧୧.୩୩ ସେକେଣ୍ଡରେ କାଂସ୍ୟ ପଦକ ନିଜର ନାମରେ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top