ଓଡ଼ିଶା

ଏକ ଜୁଲାଇରୁ ବଦଳିଯିବ ରେଳବାଇର ଏହି ନିୟମ, ଆପଣ ମଧ୍ୟ ଜାଣି ରଖନ୍ତୁ

ନୂଆଦିଲ୍ଲୀ ୩୦-୬ (ଓଡ଼ିଆ ପୁଅ) ଏକ ଜୁଲାଇ ୨୦୧୮ରୁ ଅନେକ ନିୟମ ବଦଳିବାକୁ ଯାଉଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ନିୟମ ଆପଣଙ୍କ ଦୈନନ୍ଦିନ ଜୀବନରେ ପ୍ରତ୍ୟେକ୍ଷ ପ୍ରଭାବ ପକାଇବ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ନିୟମରେ ହେବ ପରିବର୍ତତ୍ତନ

ରେଳବାଇର ଏହି ନିୟମ ବଦଳିବ

୧ – ରେଳବାଇ ଲୋକମାନଙ୍କର ଯାତ୍ରାକୁ ଏବଂ ଅଧିକ ଆରାମ ଦାୟକ କରିବା ପାଇଁ ବଡ଼ ପରିବର୍ତ୍ତନ କରିବାର ନିଷ୍ପତି ନେଇଛି। ରିପୋର୍ଟ୍ସ ଅନୁସାରେ ଜୁଲାଇ ୨୦୧୮ ରେ ଏବେ ୱେଟିଙ୍ଗ ଟିକଟ ଦିଆଯିବନାହିଁ। ଏବେ ଲୋକମାନଙ୍କୁ କନ୍ଫର୍ମ ଟିକଟ କିମ୍ବା ଆରଏସି ଟିକେଟ ଦିଆଯିବ। ଅର୍ଥାତ ଲୋକମାନଙ୍କର ୱେଟିଂଗ ଲିଷ୍ଟ କନଫର୍ମ କି ନାହିଁ ଦେଖିବାରୁ ମୁକ୍ତି ମିଳିଯିବ।

୨ – ଦ୍ୱିତୀୟ ନିୟମ ମଧ୍ୟ ରେଳବାଇ ସହିତ ସମ୍ପୃକ୍ତ କୁହାଯାଉଛିଯେ, ଏବେ ତତ୍କାଲ ଟିକଟକୁ କ୍ୟାନ୍ସଲ କଲେ ମଧ୍ୟ ୫୦ପ୍ରତିଶତ ରିଫଣ୍ଡ ମିଳିବ। ଏହା ପୂର୍ବରୁ ତତ୍କାଳ ଟିକଟକୁ କ୍ୟାନ୍ସଲ କରିବାର ସୁବିଧା ନଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top