ଉସôର୍ଗ ପକ୍ଷରୁ ପତାକା ଉତ୍ତୋଳନ

ଭଦ୍ରକ, ୨୭ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସ୍ଥାନୀୟ  ଐତିହାସିକ   ମହତାବକୋଠି  ପରିସରରେ  ସ୍ୱେଚ୍ଛା   ସେବୀ  ସଂଗଠନ ଉସôର୍ଗ  ପକ୍ଷରୁ  ୬୯ତମ  ସାଧାରଣତନ୍ତ୍ର  ଦିବସ ପାଳିତ  ହୋଇଯାଇଛି ।   ସଂଗଠନର  ସଭାପତି ଅପୂର୍ବ ରଂଜନ  ବେହେରାଙ୍କ  ସଭାପତିତ୍ୱରେ  ସଂଗଠନର ମୁଖ୍ୟ ଉପଦେଷ୍ଟା   ତଥା ବରିଷ୍ଠ   ସାମ୍ବାଦିକ  ରବି ନାରାୟଣ ଖିଲାର  ମୁଖ୍ୟ ଅତିଥିଭାବେ  ଯୋଗଦେଇ  ଜାତୀୟ ପତାକା ଉତ୍ତୋଳନ କରିଥିଲେ ।   ଅନ୍ୟମାନଙ୍କ ମଧ୍ୟରେ    ସରୋଜ  ରାଉଳ,   ସୁଜୟ କୁମାର ପାକଳ,  ଶଶାଙ୍କ  ତ୍ରପାଠି,  ରତିକାନ୍ତ ଦାସ,   ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *