ଜିଲ୍ଲା ପରିକ୍ରମା

ଉମାଶଙ୍କର ସାହୁ ହେଲେ ଦେବଗଡ ଜିଲ୍ଲା କଂଗ୍ରେସର ନୂତନ ସଭାପତି

ଦେବଗଡ ୯ ଜୁନ୍ (ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ଭୁକ୍ତା) ଓଡିଶାରେ କଂଗ୍ରେସର ନୂତନ ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଯୋଗଦେବାର ନିଜର ନୂତନ ଟିମ୍ ଗଠନ ପକ୍ରିୟା ଆରମ୍ଭ କରିଛନ୍ତି।

ଜଣେ ବ୍ୟକ୍ତି ଗୋଟିଏ ପଦବୀ ସୂତ୍ର ଅନୁଯାଇ ଦେବଗଡ ଜିଲ୍ଲାର ପୂର୍ବତନ ଯୁବ କଂଗ୍ରେସ ସଭାପତି ଉମାଶଙ୍କର ସାହୁ ଏବେ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ନାମିତ ପ୍ରକାଶ ପାଇବାପରେ ଜିଲ୍ଲା କଂଗ୍ରେସ୍ କର୍ମୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଏଥିନିମନ୍ତେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନର ସୁଅ ଛୁଟିବାରେ ଲାଗିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top