ଈଦ-ଉଲ-ଜୁହା (ବକ୍ରୀଦ) ଉପଲକ୍ଷେ ଅବକାଶରେ ପରିବର୍ତ୍ତନ: ୨୨ ଅଗଷ୍ଟ ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ର ସରକାରଙ୍କର ପ୍ରଶାସନିକ କାର୍ଯ୍ୟାଳୟ ବନ୍ଦ ରହିବ

ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ଦିଲ୍ଲୀର ଜାମା ମସ୍ଜିଦର ଶାହୀ ଇମାମଙ୍କର ଅଧ୍ୟକ୍ଷତାରେ ରୋୟତ ହିଲାଲ କମିଟୀର ରିପୋର୍ଟ ଆଧାରରେ ସୈୟଦ ମୁଖ୍ୟଦ ବୁଖାରୀ ସୂଚିତ କରିଛନ୍ତି କି ଭାରତର ବିଭିନ୍ନ ସହର ଗୁଡ଼ିକରେ ଚନ୍ଦ୍ରମାକୁ ଦେଖା ଯିବା ଉପରେ ଏହି ନିର୍ଣ୍ଣୟ ନିଆଯାଇଛି କି ଦିଲ୍ଲୀ/ନୂଆଦିଲ୍ଲୀ ସ୍ଥିତ ସମସ୍ତ କେନ୍ଦ୍ର ସରକାରଙ୍କର ପ୍ରଶାସନିକ କାର୍ଯ୍ୟାଳୟ ୨୩ ଅଗଷ୍ଟ ୨୦୧୮ ପରିବର୍ତ୍ତେ ୨୨ ଅଗଷ୍ଟ ୨୦୧୮, ଈଦ-ଉଲ-ଜୁହା (ବକରୀଦ) ଉପଲକ୍ଷେ ବନ୍ଦ ରହିବ।

ଏହା ପୂର୍ବରୁ ୧୪ ଅଗଷ୍ଟ ୨୦୧୮ରେ ଜାରୀ କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା କି ଈଦ-ଉଲ-ଜୁହା (ବକରୀଦ) କୁ ୨୩ ଅଗଷ୍ଟ ୨୦୧୮ ରେ ମନାଯିବ ବୋଲି।

Leave a Reply

Your email address will not be published. Required fields are marked *