କଟକ

ଇପସାର କଲେଜ ରେ ଅନୁଷ୍ଠିତ ହେବ ଜାତୀୟସ୍ତରୀୟ ସେମୀନାର

କଟକ ୧୬-୦୯ (ଓଡ଼ିଆ ପୁଅ) ଆସନ୍ତା ୨୨ ତାରିଖ ଦିନ କଟକ ସିଡିଏ ସ୍ଥିତ ଇପସାର ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଅଛି ଜାତୀୟ ସ୍ତରୀୟ ସେମୀନାର। ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ର ରେ ମାର୍କେଟିଂ ଶିକ୍ଷା ର ପ୍ରମୁଖ ଭୂମିକା ରହିଛି। ଦେଶ ରେ ମେକ ଇନ ଇଣ୍ଡିଆ, ଷ୍ଟାର୍ଟ ଅପ୍ ତଥା ଶିଳ୍ପାୟାନ ଦିନ କୁ ଦିନ ବୃଦ୍ଧି ହେବା ରେ ଲାଗିଛି ଉତ୍ପାଦିତ ଦ୍ରବ୍ୟ ର ସଠିକ ବ୍ରାଣ୍ଡ କିପରି କରାଯାଇପାରିବ ତଥା ମାର୍କେଟିଂ ର ଆତ୍ମା ବ୍ରାଣ୍ଡ ବିଷୟବସ୍ତୁ କୁ ନେଇ ଆୟୋଜିତ ହେବାକୁ ଯାଉଅଛି ଜାତୀୟସ୍ତରୀୟ ସେମୀନାର। ଏହି ସେମୀନାର ରେ ଜାତୀୟ ଆନ୍ତଜାର୍ତ୍ତୀୟସ୍ତର ର ବ୍ୟକ୍ତି ବିଶେଷ, ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ ତଥା ବହୁ ଛାତ୍ରଛାତ୍ରୀ ଯୋଗଦାନ କରିବେ ବୋଲି ଅନୁଷ୍ଠାନ ର ଅଧ୍ୟକ୍ଷ ଡା.ଜେ.କେ ମିଶ୍ର ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top