ad
ଓଡ଼ିଶା

ଇଣ୍ଡୋନେସିଆ ରାଜ ପରିବାରର ଶ୍ରୀମନ୍ଦିର ପରିଦର୍ଶନ

ପୁରୀ:୦୭.୦୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଇଣ୍ଡୋନେସିଆ ବାଲିର ରାଜାରାଣୀ ପରିବାର ସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ବାଲିର ମହାରାଣୀ ଗୁସ୍ତିଆୟୁମାସ ସୁମତ୍ରି ରାଜା ମାଦେ ସୁରତାନା, ଜୟାଆସୀରାନା, ଓୟାନ୍ ଆସ୍ତିକା, ଦ୍ୱିତାସୁମିଆନ୍ତିନି, ଆଗୁଙ୍ଗଗୁନାର୍ ଥାୱା, ସାରୀଡିକା, ଇନ୍ଦ୍ର ଉଦୟନ ପ୍ରମୁଖ ୭ଜଣି ଆ ଦଳ ଶ୍ରୀମନ୍ଦିର ସିଂହଦ୍ୱାରରେ ପହଚିଂବା ପରେ ଶ୍ରୀମନ୍ଦିର ପ୍ରଶାସନ ର ସୂଚନା ଅଧିକାରୀ ସୁଦିପ୍ ଚାଟାର୍ଜୀ ଏବଂ ଜିଲ୍ଳା ପରିଷଦ ସଭାପତି ଜ୍ୟୋର୍ତି ମୟ ଦଳାଇ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ରାଜପରିବାର ରତ୍ନ ସିଂହାସନ ସ୍ଥିତ ଚତୁର୍ଦ୍ଧା ମୂର୍ତିଙ୍କୁ ଦର୍ଶନ ଓ ପୂଜାଅର୍ଚ୍ଚନା କରିବା ସହ ପାଶ୍ୱଦେବାଦେବୀ ଙ୍କୁ ଦର୍ଶନ କରିଥିଲେ। ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସଂମ୍ପର୍କ ନିବିଡ।ମହାପ୍ରଭୁ ଦର୍ଶନ କରି ସେମାନେ ବେଶ୍ ଆନନ୍ଦିତ ବୋଲି କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top