ଇଣ୍ଡିଗୋକୁ ପଛରୁ ପିଟିଲା ବସ୍: ୧ ଆହତ- ଅଳ୍ପକେ ବର୍ତିଲେ ୪ କାରଯାତ୍ରୀ

ରାଜ ସୁନାଖଳା ୪ ଜୁନ (ଓଡ଼ିଆ ପୁଅ/ଗୌରବ ଦାସ) ବିନୋଦପଡ଼ା ମଝି ଧୂମା ନାଳଶଙ୍ଖ ଉପରେ ରାତି ୩ ଟା ୨୦ ରେ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା କାରକୁ ସମଦୀଗରୁ ଦୃତ ଗତିରେ ଆସୁଥିବା ଶ୍ରୀ ରାମ ବସ୍ ପଛ ପଟୁ ପିଟି ଦେଇ ପଳାଇ ଯାଇଥିଲା। ଫିରିଙ୍ଗିଆ ବ୍ଲକ୍ କେଳାପଡ଼ା ଗାଁର ଟୁଲୁ ସାହୁ ଆହତ।

Leave a Reply

Your email address will not be published. Required fields are marked *