କେନ୍ଦୁଝର

ଇଂରାଜୀ ଶିକ୍ଷକ ପାଇଁ ଛାତ୍ରଛାତ୍ରୀଙ୍କ ଗୁହାରୀ ଆଦର୍ଶ ହରାଇଛି ଚମ୍ପୁଆ ଆଦର୍ଶ ବିଦ୍ୟାଳୟ

adarsha vidyalay

ଚମ୍ପୁଆ ୨୯-୬ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ଚଳିତ ବର୍ଷ ପ୍ରଥମ ଥର ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଦେବେ ଅଶି ଜଣ ଛାତ୍ରଛାତ୍ରୀ।ମାତ୍ର ଇଂରାଜୀ ଶିକ୍ଷକ ଛୁଟିରେ।ଛୁଟି ସରିବା ବେଳକୁ ଲାଗିବ ଛଅ ମାସ ସମୟ।ଏପରି ପରିସ୍ଥିତି ରେ ପିଲା କିପରି ପଢିବେ ଏହା ଚିନ୍ତା ର ବିଷୟ ହୋଇଥିବା ବେଳେ ପିଲା ଶିକ୍ଷା ବିଭାଗ କୁ ଗୁହାରି କରିଛନ୍ତି ଶିକ୍ଷକ ପାଇଁ।ଚମ୍ପୁଆ ଆଦର୍ଶ ବିଦ୍ୟାଳୟର ଏ ବ୍ୟବସ୍ଥା କୁ ନେଇ ଏଠି ଶିକ୍ଷା ବିଭାଗ ଅପଦସ୍ତ ହେଉଥିବା ବେଳେ ଆଦର୍ଶ ବିଦ୍ୟାଳୟର ଆଦର୍ଶ ଭୁଲଣ୍ଠିତ ହେବାକୁ ବସିଛି।ଶିକ୍ଷା ନାମରେ ବିଭାଗ ଛୋଟ ଛୋଟ ପିଲା ମାନଙ୍କର ଭବିଷ୍ୟତ କୁ ନେଇ ଖେଳ ଖେଳୁଥିବା ବେଳେ ଏଭଳି ଅବ୍ୟବସ୍ଥା କୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ମଧ୍ୟ ପୁଞିଭୁତ ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top