ଆସାମ: ଉତ୍ତର ଗୌହାଟୀରେ ବ୍ରହ୍ମପୁତ୍ର ନଦୀରେ ୪୫ ଯାତ୍ରୀଙ୍କୁ ନେଉଥିବା ଡଙ୍ଗା ବୁଡ଼ିଲା: ଉଦ୍ଧାର କାର୍ଯ୍ୟ ଆରମ୍ଭ

ଆସାମ ୫-୯ (ଓଡ଼ିଆ ପୁଅ) ଉତ୍ତର ଗୌହାଟୀରେ ବ୍ରହ୍ମପୁତ୍ର ନଦୀରେ ୪୫ ଯାତ୍ରୀଙ୍କୁ ନେଉଥିବା ଏକ ଡଙ୍ଗା ବୁଡ଼ି ଥିବାର ଖବର ମିଳିଛି। ସ୍ଥାନୀୟ ପୋଲିସ୍ ଏବଂ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ବିଶେଷ ଖବର ଅପେକ୍ଷାରେ …

Leave a Reply

Your email address will not be published. Required fields are marked *