ଓଡ଼ିଶା

ଆଶ୍ଟର୍ଯ୍ୟ! ରାଖୀ ସାୱନ୍ତ କେଉଁ ଅଙ୍ଗ ଦାନ କରିବେ ବୋଲି କହିଲେ ? ଆସିଗଲେ ଚର୍ଚ୍ଚାକୁ … ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ ୨୩-୯ (ଓଡ଼ିଆ ପୁଅ) ଡ୍ରାମା କ୍ଵୀନ ନାମରେ ପପୁଲାର ରାଖୀ ସାୱନ୍ତ ନିଜର ଇନ୍ଷ୍ଟାଗ୍ରାମରେ ଏକ ଭିଡ଼ିଓ ପୋଷ୍ଟ କରି ପୁଣି ଚର୍ଚ୍ଚାରେ। ରାଖୀ ନିଜର ସୋସିଆଲ ମିଡ଼ିଆ ଇଂଷ୍ଟାଗ୍ରାମରେ ଏକ ଏମିତି ଭିଡ଼ିଓ ସେୟାର କରିଛନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଟର୍ଯ୍ୟ। ରାଖୀ ନିଜର ଭିଡ଼ିଓ ସେୟାର କରି କହିଛନ୍ତି କି ଦୁନିଆର ବହୁତ ଲୋକ ନିଜର ଅଙ୍ଗ ଦାନ କରିଛନ୍ତି। କିଏ ନିଜର ଆଖି ଦାନ କରିବାକୁ କହିଛି ତ କିଏ ଲଂଗ୍ସ ଦାନ କରିବ ଏବଂ କିଏ କିଡନୀ। ସମସ୍ତେ ସମାଜସେବା କରୁଛନ୍ତି। ଏପରି କ୍ଷେତ୍ରରେ ସେ ମଧ୍ୟ ନିଜ ଶରୀରର ଏକ ଭାଗ ଦାନ କରିବାକୁ ଚାହୁଁଛନ୍ତି। କିନ୍ତୁ ତା’ ପରେ ରାଖୀ ଯାହା କହୁଛନ୍ତି ତାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ। ରାଖୀ କହୁଛନ୍ତି କି “ମୁଁ ନିଜର ସ୍ତନ ଦାନ କରିବାକୁ ଚାହୁଁଛି”। ରାଖୀ ନିଜର ସ୍ତନଯୁଗଳକୁ ମଧ୍ୟ ଇଙ୍ଗିତ କରୁଛନ୍ତି ଏବଂ ନିଜର ଫ୍ୟାନ୍ସକୁ ମଧ୍ୟ ଅନାଇ କହୁଛନ୍ତିକି “ଦେଖି ନିଅନ୍ତୁ ମୁଁ କ’ଣ ଦାନ କରିବାକୁ ଚାହୁଁଛି”। ଆପଣ ମଧ୍ୟ ଡ୍ରାମା କ୍ଵୀନଙ୍କର ଅହି ଅଜବ ଭିଡ଼ିଓ ଦେଖି ନିଅନ୍ତୁ।

View this post on Instagram

#aishwaryaraibachchan #aishwaryarai

A post shared by Rakhi Sawant (@rakhisawant2511) on

1 Comment

1 Comment

  1. Biraj

    October 7, 2018 at 5:57 pm

    Bakwas ladki.

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top