ଜିଲ୍ଲା ପରିକ୍ରମା ଆରଡ଼ିସି ଅଫିସରେ ତାଲା By Bureau Posted on August 29, 2018 Share Tweet Share Share Email Comments Tweet ସମ୍ବଲପୁର, ୨୮/୮ (ଓଡ଼ିଆ ପୁଅ) – ଓଡ଼ିଶା ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର୍ସ ସଂଘ କ୍ୟାଡ଼ର ସଂଶୋଧନ ଏବଂ ଅନ୍ୟାନ୍ୟ ଦାବିରେ କଲମଛାଡ଼ ଆନ୍ଦୋଳନ ଚଳାଇଥିବା ବେଳେ ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର କାର୍ଯ୍ୟାଳୟର କର୍ମଚାରୀମାନେ ଅଫିସର ବିଭିନ୍ନ ସେକ୍ସନରେ ତାଲା ପକାଇ ଧାରଣାରେ ବସି ରହିଥିଲେ। Related Items: Loading... Share Tweet Share Share Email Click to comment Leave a Reply Cancel reply Your email address will not be published. Required fields are marked *Comment Name * Email * Website + four =