ଆରଡ଼ିସି ଅଫିସରେ ତାଲା

ସମ୍ବଲପୁର, ୨୮/୮ (ଓଡ଼ିଆ ପୁଅ) – ଓଡ଼ିଶା ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର୍ସ ସଂଘ କ୍ୟାଡ଼ର ସଂଶୋଧନ ଏବଂ ଅନ୍ୟାନ୍ୟ ଦାବିରେ କଲମଛାଡ଼ ଆନ୍ଦୋଳନ ଚଳାଇଥିବା ବେଳେ ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର କାର୍ଯ୍ୟାଳୟର କର୍ମଚାରୀମାନେ ଅଫିସର ବିଭିନ୍ନ ସେକ୍ସନରେ ତାଲା ପକାଇ ଧାରଣାରେ ବସି ରହିଥିଲେ।

Leave a Reply

Your email address will not be published. Required fields are marked *