ଆମ୍ବୁଲାନ୍ସରେ ଚଦର ଘୋଡାଇ ଗଂଜେଇ ଚାଲାଣ : ୨ ଗିରଫ

ମାଲକାନଗିରି ୫-୭ (ଓଡ଼ିଆ ପୁଅ)ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲିଠାରେ ଆମ୍ବୁଲାନ୍ସରୁ ଗଂଜେଇ ଜବତ। ୧ କୁଇଣ୍ଟାଲ ୨୩ କେଜି ଗଂଜେଇ ଜବତ। ନକଲି ଆମ୍ବୁଲାନ୍ସକରି ୨ ଜଣ ଗଞ୍ଜେଇ ଚାଲାଣକାରୀ ଏହି ଗଞ୍ଜେଇ ନେଇକି ଯାଉଥିଲେ। ତେବେ ଗୋବିନ୍ଦପାଲି ପୋଲିସର ଚେକିଂ ସମୟରେ ଏହି ଗଂଜେଇ ଜବତ ହୋଇଥିଲା। ୨ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।

Leave a Reply

Your email address will not be published. Required fields are marked *