ରାଉରକେଲା ୧୧-୩ ((ଓଡ଼ିଆ ପୁଅ/ଶିବରାମ ପାତ୍ର)) ଆନ୍ତଃ ଜିଲ୍ଲା ବାଇକ ଚୋର ରାକେଟ ଠାବ ହୋଇଛି। ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ, ୨ଜଣ ଚୋର ଗିରଫ ଏବଂ ଚୋରା ବାଇକ କିଣିଥିବା ଅଭିଯୋଗରେ ୩ ଗ୍ରାହକ ଗିରଫ କରିଛି। ଏହା ସହିତ ୫ଟି ଚୋରା ବାଇକ୍ ଜବତ ହୋଇଛି।
ବାଇକ ଚୋରମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲାର ଜଗନ୍ନାଥ ରାଣା (୨୮), ଶାନ୍ତି କଲୋନୀ ଏବଂ, ସଂଜୀପ ବାଦାଇକ (୨୭), ଉର୍ମେଇ ଚୋରି ବାଇକ କିଣିଥିବା ବ୍ୟକ୍ତିଙ୍କ ନାମ ସୋନପୁର ଜିଲ୍ଲାର ଚମଡ଼ା ଉର୍ମ (୪୦) ଅଲେଖ ସାଗର (୩୫) ବୁଦ୍ଧୁ ଚମାର (୩୦)।

Loading...