ad
ଜିଲ୍ଲା ପରିକ୍ରମା

ଆଦର୍ଶ ଦାଶ ପଠାଣିସାମନ୍ତ ବୃର୍ତ୍ତି ପାଇଁ ମନୋନୀତ

ପୁରୀ:୧୬/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ସରସ୍ୱତୀ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ର ଆଦର୍ଶ ଦାଶ ପଠାଣି ସାମନ୍ତ ବୃର୍ତି ପାଇବାପାଇଁ ମନୋନୀତ ହୋଇଛନ୍ତି। ଆଦର୍ଶ ଦାଶ ପଂଚମ ଶ୍ରେଣୀରେ ସରକାରୀ ବୃତି ପାଇଥିବାବେଳେ ଓମ ପ୍ରତିଷ୍ଠାନରୁ ଗୀତାଜ୍ଞାନରେ ରାମକୃଷ୍ଣ ମିଶନ ଯୋଗ ଦିବସରେ ଭାଗନେଇ ପୁରସ୍କୃତ ହୋଇଥିଲେ। ଆଦର୍ଶ ଶିଶୁବୋଧର ନବମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷାରେ ଶତକଡ଼ା ୯୦ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ନିଜର ଦକ୍ଷତା ପ୍ରତିପାଦିତ କରିପାରିଥିଲେ। ବିଶିଷ୍ଟ ଆଇନଜିବୀ ତଥା ସାମ୍ପାଦିକ ପ୍ରସନ୍ନ କୁମାର ଦାଶଙ୍କ ପୁତ୍ର ଅଟନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top