ଜିଲ୍ଲା ପରିକ୍ରମା

ଆତ୍ମରକ୍ଷା କୌଶଳ ତାଲିମ

ପୁରୀ, ୪/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୀ ମହିଳା ମହାବିଦ୍ୟାଳୟରେ ସରକାରଙ୍କ ଆତ୍ମରକ୍ଷା କୌଶଳ ଶିକ୍ଷା କାର୍ଯ୍ୟକ୍ରମ ଶନିବାର ଠାରୁ ଆରମ୍ଭ ହୋଇଛି। ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ବିଜ୍ଞାନ ଓ କଳା ଛାତ୍ରୀ ମାନଙ୍କୁ ଏହି ଆତ୍ମରକ୍ଷା କୌଶଳ ଶିକ୍ଷା ଦେବା ଆରମ୍ଭ ହୋଇଛି। ଦୀର୍ଘ ୧୨ ଦିନ ଧରି ଚାଲିବାକୁ ଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ସାମନ୍ତ ଚନ୍ଦ୍ରଶେଖର ଜୁନିୟର କଲେଜର ତତ୍ୱାବଧାନରେ ପରିଚାଳିତ ହୋଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱନାଥ ବଳିୟାର ସିଂ, ଅଧ୍ୟକ୍ଷ କମଳ ଲୋଚନ ପ୍ରଧାନ, ଖେଳ ଶିକ୍ଷକ ସୁରଥ ରଣସିଂହ, ମାଷ୍ଟର ଟ୍ରେନରହର୍ଷିତା ପ୍ରଧାନ, ଓ ନୂତନ ବିଶୋଇ ପ୍ରମୁଖ ଉପସ୍ଥିତି ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top