ଓଡ଼ିଶା

ଆଜି ରଥଯାତ୍ରା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ

ପୁରୀ:୦୬/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆଜି ଅନୁଷ୍ଠିତ ହେବାକୁଥିବା ରଥଯାତ୍ରା ଚତୁର୍ଥ ସମୀକ୍ଷା ବୈଠକରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ ଏହି ବୈଠକରେ ନଗର ଉନ୍ନୟନ, ଆଇନ, ସ୍ୱାସ୍ଥ୍ୟ ଓପରିବାର, କଲ୍ୟାଣ ପରିବହନ, ପୃତ, ଶକ୍ତି, ଖାଦ୍ୟଯୋଗାଣ, ପଚାଂୟତ ରାଜ ଓ ରାଜସ୍ୱମନ୍ତ୍ରୀଙ୍କ ସମେତ ପୁଲିସ ମହାନିର୍ଦ୍ଦେଶକ ମୁଖ୍ୟ ଶାସନ ସଚିବ, ବିଭାଗ୍ୟୟ ସଚିବ ପ୍ରମୁଖ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top