ବିଜୁ ଜନତା ଦଳର ରାଜ୍ୟ ସଂପାଦକ ପଦରୁ ସୁଶାନ୍ତ ଚୌଧୁରୀଙ୍କୁ ଅବ୍ୟାହତି

ଭୁବନେଶ୍ୱର ତା.୧୪/୬ (ଓଡ଼ିଆ ପୁଅ) – ବୁଧବାରଦିନ ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ସଂପାଦକ ପଦରୁ ସୁଶାନ୍ତ ଚୌଧୁରୀଙ୍କୁ ଅବ୍ୟାହତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *