ଜଗତସିଂହପୁର

ଆଜିଠୁ ଆରମ୍ଭ ହେଲା ମ୍ୟାଟ୍ରିକ୍ ପରୀକ୍ଷା

ତିର୍ତ୍ତୋଲ୨୩/୦୨(ଓଡ଼ିଆ ପୁଅ/ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନରେ ମ୍ୟାଟ୍ରିକ୍ ପରୀକ୍ଷା ପାଇଁ ୧୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହି କେନ୍ଦ୍ର ଗୁଡ଼ିକରେ ୨୩ ହଜାର ୯ଶହ ୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ବୋଲି ସୂଚନା ମିଳିଛି। ଏଥିପାଇଁ ପରୀକ୍ଷାର୍ଥୀ ଓ ପରୀକ୍ଷା କେନ୍ଦ୍ର ଗୁଡ଼ିକର ଉତ୍ତମ ପ୍ରସ୍ତୁତି ହୋଇଥିବା ତିର୍ତ୍ତୋଲ ବ୍ଲକ ଶିକ୍ଷା ଅଧିକାରୀ ମାନସ ରଞ୍ଜନ ଦାଶଙ୍କ ଠାରୁ ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top