ଜିଲ୍ଲା ପରିକ୍ରମା

ଆଇନପ୍ରାଧିକରଣ ପକ୍ଷରୁ ମାସିକ ଲୋକ ଅଦାଲତ

ବୈାଦ୍ଧ, ୧୫ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା ଆଇନ ପା୍ରଧିକରଣ ପକ୍ଷରୁ କୋର୍ଟ ପରିସରରେ ମାସିକ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲା ଦୌରାଜଜ ରୁପଶ୍ରୀ ଚୌଧୁରି, ସିଜେଏମ ପ୍ରଦୀପ୍ତ କୁମାର ସାହୁ, ସବଜଜ ଅଗସ୍ତି କୁମାର ସାହୁ, ରେଜିଷ୍ଟା୍ରର ଦେବାଶିଷ ମହାନ୍ତି,  ଏସଡିଜେଏମ ସୁର୍ଯ୍ୟ ମିଶ୍ର ଓ ଆଇନ ପ୍ରାଧିକରଣ ସଚିବ ପ୍ରଭୁରାମ ଦାସ ଅଧିକାରୀ ଯୋଗ ଦେଇ ମାମଲା ଗୁଡିକର ଫଇସଲା କରିଥିଲେ। ୧୦୩ ଗୋଟି ମୋଟର ଯାନ କେସ ଓ ଗୋଟିଏ ଦେୱାନି କେସ ଫଇସଲା କରି ୧୮, ୮୫୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top