ଗଞ୍ଜାମ

ଅସହାୟ ମହିଳା ଙ୍କୁ ସାହାହେଲେ ଗାଁ ଲୋକେ

ପୁରୁଷୋତ୍ତମପୁର,୨୩/୫ (ଓଡ଼ିଆ ପୁଅ/ସୁଦାମମହାରଣା) ଏକ ଦୁଖଦ ଘଟଣା ଦେଖିବାକୁ ମିଳିଥଲା ପୁରୁଷୋତ୍ତମପୁର ସ୍ବାସ୍ଥ୍ୟ କେନ୍ଦ୍ର ରେ। ପରିବାର କହିଲେ ସେ ଏକା। ମହିଳା ଜଣଙ୍କ ହେଲେ ଗୁରୁବାରୀ ଦାଶ ମାଆଘର ହେଉଛି ବାଲିଆ ଗାଁ, ଶାଶୁଘର ହେଉଛି ଗଅଞ୍ଜୁ ଗ୍ରାମ। ବାଲିଆ ଗ୍ରାମର ରାସ୍ତା କଡରେ ମୁମୂଶ୍ରୁ ଅବସ୍ଥାରେ ପଡି ଥିବା ମହିଳା ଜଣଙ୍କୁ ଲୋକମାନେ ଉଦ୍ଧାର କରି ଥିଲେ। ଆଶା, ଅଙ୍ଗନୱାଡି କର୍ମୀ ତାଙ୍କୁ ଲାଳନପାଳନ କରିଥିଲେ। ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅଟୋ ଯୋଗେ ପୁରଷୋତ୍ତମପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ପୂର୍ବତନ ସରପଞ୍ଚ ରାମା ରେଡ୍ଡି ,ଗାଁ ର କିଛି ସହୃଦୟ ବ୍ୟକ୍ତି, ଆଶା, ଅାଙ୍ଗନୱାର୍ଡି କର୍ମୀ ଆଣି ଜଏନ କରାଇଥିଲେ।ଏହି ଅସହାୟ ମହିଳା ଜଣଙ୍କୁ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ଯୋଗାଇ ଦେବାକୁ ଗାଁ ଲୋକେ ଅନୁରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top