ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଲେ ଯାତ୍ରୀ

ଦେବଗଡ ୧୯-୯ (ଓଡ଼ିଆ ପୁଅ) ଦେବଗଡ ଜିଲ୍ଲାର ବାରକୋଟ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ସେତୁ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି।
ଭୁବନେଶ୍ବରରୁ ରାଉରକେଲା ଅଭିମୁଖେ ଯାଉଥିବା ଇସ୍ପାତ ନାମକ ଏକ ଯାତ୍ରୀବାହି ବସ ନିଶ୍ଚିତ ଭାବରେ ଦୁର୍ଘଟଣାରୁ ବର୍ତ୍ତିଯାଇଛି।କୌଣସି ଯାତ୍ରୀଙ୍କର କିଛି ହୋଇନଥିବାବେଳେ ସାମାନ୍ୟ ଭାବେ ବସ କଣ୍ଡକ୍ଟର ଓ ଡ୍ରାଇଭର ଆଘାତ ହୋଇଛନ୍ତି।ଏହି ଦୂର୍ଘଟଣାଟି ସକାଳ ପ୍ରାୟ ଚାରିଟା ସମୟରେ ହୋଇଛି ବୋଲି ବାରକୋଟ ପୋଲିସ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *