ଓଡ଼ିଶା

ଅମିତାଭ ବଚ୍ଚନ ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ ୯-୨ (ଓଡ଼ିଆ ପୁଅ) : ଖ୍ୟାତନାମା ଚଳଚିତ୍ର ଅଭିନେତା ଏବଂ ମେଗା ସୁପରଷ୍ଟାର ଅମିତାଭ ବଚ୍ଚନ ଅସୁସ୍ଥ ହେବାରୁ ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମ ଖବର ଅନୁଯାୟୀ ତାଙ୍କ ପେଟ, ବେକ ଏବଂ ସ୍ପାଇନ୍ ରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେଣୁ ସୂଚନା ଅନୁଯାୟୀ ବିଶେଷ କିଛି ହୋଇନାହିଁ। କପହାଯାଉଛିଯେ, ଏହା ଏକ ରୁଟିନ୍ ଚେକ୍ ଅପ୍।

ସୂଚନାଯୋଗ୍ୟଯେ, ଆଜି ଅମିତାଭଙ୍କର ଏବଂ ଋଷି କାପୁରଙ୍କ ଫିଲ୍ମ “102 ନଟ୍ ଆଉଟ୍” ରିଲିଜ୍ ହୋଇଛି। ସେଥିରେ ଅମିତାଭ 102 ବର୍ଷର ବୃଦ୍ଧଙ୍କ ଅଭିନୟ କରିଥିବା ବେଳେ ଋଷି କାପୁର 75 ବର୍ଷ ବୃଦ୍ଧର ଅଭିନୟ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top