ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିୟୋଗ

ଖୋର୍ଦ୍ଧା ୮/୧୨(ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅସରଳା ଗ୍ରାମ ପଚାଂୟତ ଅସରଳା ଗ୍ରାମର ଆଦର୍ଶ ଶିକ୍ଷକ ଦେବରାଜ କରଙ୍କ ଶୁକ୍ରବାର ଭୋର ସମୟରେ ବିୟୋଗ ହୋଇଯାଇଛି । ବୟୋଗ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ତାଙ୍କ ବିୟୋଗ ଖବର ପାଇ ଅଚଂଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଗ୍ରାମର ଶୁଭେସଛୁଁ ସହକର୍ମୀ . ଛାତ୍ରଛାତ୍ରୀ ଓ ପରିବାର ବର୍ଗ ବାସ ଭବନରେ ପହଚିଂ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୃତ୍ୟ ବେଳକୁ ତାଙ୍କ ପାଖରେ ପୁଅ ଓ ତିନି ଝିଅ ଜାଁଇଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ । ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସପଂନ୍ନ କରାଯାଇଥିଲା । ପୁଅ ପ୍ରସନ୍ନ କୁମାର କର ମୁଖାଗ୍ନି ପ୍ରଦାନ କରିଥିଲେ । ସେ ଜଣେ ଅମାୟିକ ,ପରୋପକାର. ଧର୍ମପରାୟଣ ,ପ୍ରଜାବସôଳତା ,ଶ୍ରଦ୍ଧାଳୁ ଓ ଆଦର୍ଶ ଶିକ୍ଷକ ରୂପେ ଅଚଂଳରେ ବେଶ୍ ଜଣାଶୁଣା । ସେ ଡିଙ୍ଗର .ବଡ ନୂଆପଲ୍ଲୀ ,କଅଁରପୁର ,ଗିରିିଗିରିିଆ ,ସହ ଅସରଳା ଗ୍ରାମ ପ୍ରଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ ସପାଂଦନ କରିଛନ୍ତି । ଶ୍ରୀ ରାମଚରିତ ମାନସ କମିଟି ଅସରଳା ଓ ଅବସରପ୍ରାପ୍ତ ଶିକ୍ଷକ ସଂଘ ତାଙ୍କ ବିୟୋଗରେ ସମବେଦନା ଜଣାଥିଲେ ।

Leave a Reply

Your email address will not be published. Required fields are marked *