ଓଡ଼ିଶା

ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପେନ୍ସନ୍ ଓ ଫ୍ୟାମିଲି ପେନ୍ସନ୍ର ବକେୟା ପ୍ରଦାନ ନିମନ୍ତେ ଅର୍ଥମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର, ୩୦-୬ (ଓଡ଼ିଆ ପୁଅ) ସପ୍ତମ ବେତନ କମିଶନ ସୁପାରିଶ ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ, ଯେଉଁମାନେ କଣ୍ଟ୍ରୋଲର ଅଫ୍ ଆକାଉଣ୍ଟସ୍ ଦ୍ୱାରା ପରିଚାଳିତ, ସେମାନଙ୍କୁ ଅର୍ଥ ବିଭାଗର ମଂଜୁରୀ କ୍ରମେ ୨୦୧୬ ଜାନୁଆରୀ ୧ରୁ ୨୦୧୭ ସେପେଫମ୍ବର ୩୦ ପର୍ଯ୍ୟନ୍ତ ବକେୟା ପେନ୍ସନ୍ ଓ ଫ୍ୟାମିଲି ପେନ୍ସନ୍ ରାଶି ପ୍ରଦାନ କରାଯିବ।

ଅର୍ଥ ବିଭାଗ ଦ୍ୱାରା ଆଗତ ପ୍ରସ୍ତାବକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ମଂଜୁର କରିଛନ୍ତିା ଏହି ମର୍ମରେ ଟ୍ରେଜେରୀ ନିର୍ଦ୍ଦେଶାଳୟ ଓ କଣ୍ଟ୍ରୋଲର ଅଫ୍ ଆକାଉଣ୍ଟସକୁ ଅର୍ଥ ବିଭାଗ ଦ୍ୱାରା ନିର୍ଦ୍ଦେଶନାମା ଜାରୀ କରାଯାଇଛିା

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top