ad
ଜିଲ୍ଲା ପରିକ୍ରମା

ଅନୁକୂଳଚନ୍ଦ୍ରଙ୍କ ସତସଙ୍ଗ ୨୩ ରେ

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ବିଟିପୁର ପଞ୍ଚାୟତର ହେମପଦ୍ମ ଗାଲାକ୍ସି ଠାରେ ଆସନ୍ତା ୨୩ ତାରିଖରେ ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ବାର୍ଷିକ ସତସଙ୍ଗ ଅନୁଷ୍ଠିତ ହେବ। ଏନେଇ ସୁବାଷ ଚନ୍ଦ୍ର ଦାଶଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦିନ ପ୍ରାରମ୍ଭରେ ଉଷାସଂକୀର୍ତ୍ତନ, ମହବତ ମାଙ୍ଗଳିକ, ସମବେତ ବୀନତି ପ୍ରାର୍ଥନା, ଠାକୁରଙ୍କ ଅମୀୟ ଗ୍ରନ୍ଥ ପାଠ, ସଙ୍ଗୀତାଞ୍ଜଳି, ମାତୃ ସମ୍ମିଳନୀ, ନଗରକୀର୍ତ୍ତନ ପରିକ୍ରମା, ସତସଙ୍ଗ ଓ ଧର୍ମସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି। ଏଥିରେ ପ୍ରମୁଖ ଋିତିକ ମାନେ ଯୋଗଦେବାକୁ ଥିବା ବେଳେ ବୈଠକରେ ଭରତ ଚନ୍ଦ୍ର ସାହୁ, ସନ୍ତୋଷ ଦାସ, ସୁଶାନ୍ତ ଶତପଥୀ, ସିଦ୍ଦେଶ୍ୱର ସାହୁ, ରାଜେଶ ଦାସ, ଖଗେଶ୍ୱର ନାୟକ ପ୍ରମୁଖ ଶତାଧିକ ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top