ଓଡ଼ିଶା

ଅଗ୍ନିକାଣ୍ଡରେ ମହିଳା ମୃତ

ବାଙ୍ଗିରିପୋଷି ୧୩-୧୧-(ଓଡ଼ିଆ ପୁଅ/ବନ୍ଧନ ସିଂ) ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ସୋରିଶୋପାଳ ପଂଚାୟତର ପଳାସ ବଣି ଗ୍ରାମର ଜନଥନ ସରେନଙ୍କ ଦ୍ୱିତୀୟ ସ୍ତ୍ରୀ ରାଇମଣି ମାରାଣ୍ଡି (୨୫)ନିଆଁରେ ପୋଡି ଯାଇ ମୃତ୍ୟୁ ବରଣ କରିଛନ୍ତି। ଘରେ କେହି ନ ଥିବା ସମୟରେ ସନ୍ଧ୍ୟା ପ୍ରାୟ ୦୬ ଟା ସମୟରେ ଏପରି ଘଟଣା ଘଟିଥିଲା ତେବେ ବର୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନାହିଁ। ବାଙ୍ଗିରିପୋଷି ପୋଲିସ ଏନେଇ ୪୮/୧୮ ରେ ଏକ କେଶ ରୁଜ୍ଜୁ କରି ଅନୁସନ୍ଧାନ ଚଲାଇବା ସହ ମୃତଦେହକୁ ଜବତ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top